Книга Bichitrabarna Rabi Patnaik

Bichitrabarna

Автор: Rabi Patnaik
Език: Одия
Корици: С меки корици
Издател: BLACK EAGLE BOOKS
Наличност: Външен склад
Изпращаме след 9-15 дни
14.21 27.79 лв
ପୁରୁଷ ଆଖିରେ ନାରୀ ଏକ ଚିର ବିସ୍ମୟ । ସେ ତାକୁ ଭଲପାଏ, ଘୃଣା କରେ, ପୂଜା କରେ, ତିରସ୍କାର କରେ ଓ ଭୟ ମଧ୍ୟ କରେ । ତା'...

Информация за книгата

Автор
Език
Одия
Корици
Книга - С меки корици
Издадена
2022
страници
156
EAN
9781645602286
ISBN
1645602281
Enbook ID
38712233
Издател
Теглоt
204
Размери
140 x 216 x 9

Пълно описание

ପୁରୁଷ ଆଖିରେ ନାରୀ ଏକ ଚିର ବିସ୍ମୟ । ସେ ତାକୁ ଭଲପାଏ, ଘୃଣା କରେ, ପୂଜା କରେ, ତିରସ୍କାର କରେ ଓ ଭୟ ମଧ୍ୟ କରେ । ତା'ର ଏଇ ଭାବକୁ ରୂପ ଦେବା ପାଇଁ କେତେବେଳେ ତାକୁ ରାଧା ରୂପରେ କଳ୍ପନା କରିଛି ତ କେତେବେଳେ ପାର୍ବତୀ, କାଳୀ, ମହାଲକ୍ଷ୍ମୀ, ପିଙ୍ଗଳା, ଅଲକ୍ଷ୍ମୀ ରୂପରେ ଚିତ୍ରିତ କରିଛି । କେତେବେଳେ ତାକୁ ବିଶ୍ୱାସର ପ୍ରତିମୂର୍ତ୍ତି ରୂପରେ ଗ୍ରହଣ କରିଛି ତ କେତେବେଳେ ବିଶ୍ୱାସଘାତିନୀ ରୂପରେ ଚିତ୍ରିତ କରିଛି ।

ସେ ତାକୁ ମା' ରୂପରେ ପୂଜା କରିଛି, ପ୍ରେମିକା ରୂପରେ ଭଲ ପାଇଛି, ଜାୟା ରୂପରେ ବିଶ୍ୱାସ ଓ ପ୍ରେମ କରିଛି, ଭଗିନୀ ରୂପରେ ସ୍ନେହ ଦେଇଛି । ପୁଣି ତାକୁ ବେଶ୍ୟା କରି ଘୃଣା କରିଛି, ବିଶ୍ୱାସଘାତିନୀ ରୂପରେ ହତ୍ୟା କରିଛି । ତାକୁ ନାନା ପ୍ରକାର ଅର୍ଗଳି ଓ ଶିକୁଳି ଭିତରେ ବନ୍ଦୀ କରି ରଖିଛି । ପୁଣି ସେ ଅବଳା, ଦୁର୍ବଳା ବୋଲି ଯୁଗଯୁଗ ଧରି ତା'ର ମାନସିକ ଚେତନାକୁ ବ୍ରେନ୍‌ୱାଶ୍ କରିଛି, ସେ ଯେପରି ନିଜେ କେବେହେଲେ ନିଜର ଶକ୍ତିକୁ, ନିଜର ସ୍ୱରୂପକୁ ଚିହ୍ନି ନ ପାରେ ।

ନାରୀର ଚରିତ୍ରକୁ ବୁଝିବାକୁ ଯାଇ ପୁରୁଷ ଭୂଆଁ ବୁଲିଛି ଚିରକାଳ । ମନସ୍ତତ୍ୱ, ଯୌନତତ୍ୱ, ଶରୀରତତ୍ୱ, ଭେଷଜତତ୍ୱ, ପରିସଂଖ୍ୟାନ ସବୁ ପ୍ରକାର ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ତା'ର ଚରିତ୍ର ବିଶ୍ଳେଷଣର ଚେଷ୍ଟା ଆଜିଯାଏ ଚାଲିଛି ଅବିରତ । ତଥାପି ଏକ ନିର୍ଦ୍ଧାରିତ ସତ୍ୟରେ ପୁରୁଷ ଆଜିଯାଏଁ ଉପନୀତ ହୋଇପାରିନାହିଁ । କାରଣ ମଣିଷ ତ ଏକ ଯନ୍ତ୍ର ନୁହେଁ । ସେ କୋଉ ପରିସ୍ଥିତିରେ କେମିତି ଭାବରେ ପ୍ରତିକ୍ରିୟା ଦେଖାଇବ ତାହା ଯାନ୍ତ୍ରିକ ପଦ୍ଧତିର ପୁନରାବୃତ୍ତି ଦ୍ୱାରା ନିର୍ଣ୍ଣୟ କରିହେବ ନାହିଁ । ଆଉ ମଣିଷ ଭିତରେ ନାରୀ । ତାକୁ କ'ଣ ଏତେ ସହଜରେ ବୁଝିଯାଇ ହେବ?


Клиенти, които купиха тази книга, купиха също

53.23 104.11 лв
6.47 12.66 лв

Circles

Jocelyn Hatch
15.11 29.56 лв

Midnight Alley

Rachel Caine
9.04 17.67 лв

Diesseits der Mauer

Henning Dedekind
25.81 50.48 лв
14.76 28.87 лв
19.68 38.49 лв

Secuestrada

ANNA ZAIRES
22.44 43.90 лв
10.89 21.31 лв

Vision Disturbance

Christina Masciotti
16.07 31.42 лв

All-Time Favorites for Accordion

Hal Leonard Publishing Corporation
17.47 34.17 лв